fbpx

ବରକୁ ସାଙ୍ଗରେ ଧରି ଛୁ ମାରିଲା ଘୋଡ଼ା, ଭିଡିଓ ଦେଖିଲେ ଆପଣବି ହସିବେ

Advertisement

ସୋସିଆଲ ମିଡିଆରେ ବିବାହକୁ ନେଇ ଅନେକ ସମୟରେ ଭିଡିଓ ଭାଇରାଲ ହୋଇଥାଏ । କେତେବେଳେ ବରଯାତ୍ରୀଙ୍କ କାରନାମା ତ’ କେତେବେଳେ ବର-କନ୍ୟାଙ୍କ ଅଜବ ହରକତ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ତେବେ ବର୍ତ୍ତମାନ ଏଭଳି ଏକ ବିବାହ ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ବିବାହ କରିବାକୁ ଆସିଥିବା ବରକୁ ମଣ୍ଡପରେ ଓହ୍ଲାଇବା ପୂର୍ବରୁ ଘୋଡ଼ା ଧରି ଛୁ ହୋଇଯାଉଛି । ଯାହା ଦେଖିବାକୁ ବେଶ୍ ମଜାଦାର ।

ଭିଡିଓରେ ଦେଖାଯାଉଛି ଯେ ବରଯାତ୍ରୀଙ୍କ ସହ ବର ଘୋଡ଼ା ବସି ମଣ୍ଡପକୁ ଆସୁଛି ସେଠାରେ ତାଙ୍କର ସ୍ୱାଗତ ସମୟରେ କେହି ଜଣେ ବାଣ ଫୁଟାଇଦେଉଛି । ବାସ୍ ଏମିତି କରିବା କ୍ଷଣି ଘୋଡ଼ାଟି ଡରିଯାଉଛି ଆଉ ସାଙ୍ଗରେ ବରକୁ ଧରି ଛୁ ମାରିଛି । ଯାହାର ଭିଡିଓ ଦେଖିଲେ ଆପଣ ବି ହସି ହସି ବେଦମ ହୋଇପଡ଼ିବେ । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by memes | comedy (@ghantaa)

Get real time updates directly on you device, subscribe now.