fbpx
BSKY
BJD MC SKY
BJD YOUTH SKY

ପ୍ରଥମଥର ପାଇଁ ଦିଲ୍ଲୀରେ ବର୍ଷାର ଭୟଙ୍କର ପରିସ୍ଥିତି, ଦେଖନ୍ତୁ କିପରି ଭୁଶୁଡୁଛି ଘର ?

ଦିଲ୍ଲୀ ଏନସିଆରର ଅନେକ ଅଞ୍ଚଳରେ ଆଜି ସକାଳୁ ପ୍ରବଳ ବର୍ଷା ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଦିଲ୍ଲୀ ଓ ଏନସିଆର ଅନେକ ଅଞ୍ଚଳରେ ପାଣି ଭରି ରହିଛି । ପ୍ରବଳ ବର୍ଷା ହେତୁ ଆଇଟିଓ ନିକଟସ୍ଥ ଆନ୍ନା ନଗରରେ ଗୋଟିଏ ଘର ସମ୍ପୂଣ୍ଣ ରୂପେ ଭୁଶୁଡି ପଡିଛି । ପ୍ରବଳ ବର୍ଷା କାରଣରୁ ଘରଟି ଭୁଶୁଡିପଡି ପାଣିରେ ଧୋଇଯାଇଛି ।

ମୁକେଶ ସିଂ ସେଙ୍ଗର ଏକ ଟ୍ୱିଟ୍ ଜରିଆରେ ଏହି ଭିଡିଓକୁ ସେୟାର କରିଛନ୍ତି । ତେବେ ଘଟଣା ସମୟରେ ଘରେ କେହି ଉପସ୍ଥିତ ନଥିଲେ, ଯେଉଁଥିପାଇଁ କୌଣସି ଧନଜୀବନ ନଷ୍ଟ ହୋଇନାହିଁ । ଆସନ୍ତୁ ଦେଖିବା ଏହି ଭିଡିଓ..

Get real time updates directly on you device, subscribe now.