fbpx

ସ୍କ୍ରବ କେତେଥର ଏବଂ କେବେ ଚେହେରାରେ ବ୍ୟବହାର କରିବା ଆବଶ୍ୟକ

ଓଡିଶା ଭାସ୍କର : ତୋଚାର ରକ୍ଷା କରିବା ପାଇଁ ଆପଣଙ୍କୁ ଡିପ କ୍ଲିନ କରିବା ନିହାତି ଆବଶ୍ୟକ ଏବଂ ଏଥିରେ ସ୍କ୍ରବ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅତିବାହିତ କରିଥାଏ । ତେବେ ଏହି ସ୍କ୍ରବ କେତେବେଳେ କରିବା ଆବଶ୍ୟକ ତାହା ଜାଣିବା ନିହାତି ଆବଶ୍ୟକ । ତେବେ ଚେହେରାରେ ସ୍କ୍ରବ ବ୍ୟବହାର କରିବାର ମଧ୍ୟ ନିୟମ ରହିଛି । ଯଦି ଆପଣ ସ୍କ୍ରବ କରିବାର ନିୟମକୁ ଫଲୋ ନ କରିବେ ତେବେ ଆପଣଙ୍କ ସ୍କିନ ଡ୍ୟାମେଜ ହୋଇପାରେ । ବାରମ୍ବାର ସ୍କ୍ରବ କରିବା ଦ୍ୱାରା ଆପଣଙ୍କ ସ୍କିନ ଡ୍ୟାମେଜ ହୋଇ ପାରେ । ସପ୍ତାହରେ ଗୋଟିଏ ଥର ସ୍କ୍ରବ କରିବା ଆବଶ୍ୟକ ।

ସ୍କ୍ରବ କେତେ ଡେରି ପର୍ଯ୍ୟନ୍ତ କରିବା ଆବଶ୍ୟକ ପାର୍ଲରେ ପାଖା ପାଖି ୧୦ ମିନିଟ ସ୍କ୍ରବ କରିବା ଆବଶ୍ୟକ । ଏପରି କରିବା ଭୁଲ । ଏହା ଦ୍ୱାରା ସ୍କ୍ରିନର ବାହାର ବାହାର ଲେୟାର ଖରାପ ହୋଇପାରେ । ତେବେ ସ୍କ୍ରବ ୨ରୁ ୩ମିନିଟ କରନ୍ତୁ । ମୁହଁକୁ ଅଧିକ ସ୍କ୍ରବ କରିବା ଠିକ ନୁହେଁ । ତେବେ ସ୍କ୍ରବ କରିବା ପରେ ଧ୍ୟାନ ରଖନ୍ତୁ ମୁହଁକୁ ଗରମ ପାଣିରେ ଧୂଅନ୍ତୁ ନାହିଁ । ମୁହଁ ଧୋଇବା ପରେ ଆପଣ ତାହାକୁ ଟାୱେଲରେ ରଗଡି ପୋଛନ୍ତୁ ନାହିଁ । ଭଲରେ ସଫା କରନ୍ତୁ ଏବଂ ଏହା ପରେ ମଇଶ୍ଚରାଇଜର ଲଗାନ୍ତୁ ।

Get real time updates directly on you device, subscribe now.