-
World 95,356,448
WorldConfirmed: 95,356,448Active: 25,257,059Recovered: 68,062,006Death: 2,037,383 -
USA 24,441,490
USAConfirmed: 24,441,490Active: 9,627,214Recovered: 14,407,486Death: 406,790 -
India 10,572,672
IndiaConfirmed: 10,572,672Active: 209,519Recovered: 10,210,697Death: 152,456 -
Brazil 8,460,244
BrazilConfirmed: 8,460,244Active: 861,951Recovered: 7,388,784Death: 209,509 -
Russia 3,568,209
RussiaConfirmed: 3,568,209Active: 542,212Recovered: 2,960,431Death: 65,566 -
UK 3,395,959
UKConfirmed: 3,395,959Active: 1,771,962Recovered: 1,534,736Death: 89,261 -
Turkey 2,387,101
TurkeyConfirmed: 2,387,101Active: 100,240Recovered: 2,262,864Death: 23,997 -
Italy 2,381,277
ItalyConfirmed: 2,381,277Active: 553,374Recovered: 1,745,726Death: 82,177 -
Germany 2,050,099
GermanyConfirmed: 2,050,099Active: 330,659Recovered: 1,672,000Death: 47,440 -
Pakistan 519,291
PakistanConfirmed: 519,291Active: 34,701Recovered: 473,639Death: 10,951 -
China 88,227
ChinaConfirmed: 88,227Active: 1,205Recovered: 82,387Death: 4,635
ଆପଣଙ୍କ ପାର୍ଟନର କିସ୍ କଲାବେଳେ ଶରୀରରେ ହେଉଥିବା ଦାଗକୁ ନେଇ ଚିନ୍ତିତ ଅଛନ୍ତି କି? ଏହି ଲଭ୍ ବାଇଟକୁ ହଟାଇବା ପାଇଁ ଆପଣ ଘରୋଇ ଉପାୟ ଅବଲମ୍ବନ କରିପାରିବେ । ତେବେ ଏହି ଚିହ୍ନରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା କିଛି ଉପାୟ..
-ଲଭ୍ ବାଇଟରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଟୁଥପେଷ୍ଟ ବା ମଦର ବ୍ୟବହାର କରିପାରିବେ । ଚିହ୍ନ ଥିବା ସ୍ଥାନରେ ୧୦ ମିନିଟ ପର୍ଯ୍ୟନ୍ତ ଟୁଥପେଷ୍ଟ ଲଗାଇବା ପରେ ଏହା ପାଣିରେ ଧୋଇଦିଅନ୍ତୁ । ନଚେତ୍ ମଦକୁ କିଛି ତୁଳାରେ ଭିଜାଇ ସେହି ସ୍ଥାନକୁ ସଫା କରନ୍ତୁ । ଏପରି କରିବା ଦ୍ୱାରା ଦାଗରୁ ମୁକ୍ତି ମିଳିବ ।
-କଦଳୀ ଚୋପାକୁ ଲଭ୍ ବାଇଟ୍ ଦାଗରେ ହାଲୁକା ମସାଜ କରିବା ଦ୍ୱାରା ଦାଗ ପଳାଇଥାଏ ।
-ଥଣ୍ଡା ଚାମଚକୁ ମଧ୍ୟ ଲଭ୍ ବାଇଟ୍ ସ୍ଥାନରେ କିଛି ସମୟ ଘଷିବା ଦ୍ୱାରା ଏହି ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିବ ।
Comments are closed.