ଲଭ୍ ବାଇଟର ଦାଗକୁ ଲିଭାଇବା ପାଇଁ ଆପଣାନ୍ତୁ ଏହି ଉପାୟ..

COVID-19 Updates
  • World 95,356,448
    World
    Confirmed: 95,356,448
    Active: 25,257,059
    Recovered: 68,062,006
    Death: 2,037,383
  • USA 24,441,490
    USA
    Confirmed: 24,441,490
    Active: 9,627,214
    Recovered: 14,407,486
    Death: 406,790
  • India 10,572,672
    India
    Confirmed: 10,572,672
    Active: 209,519
    Recovered: 10,210,697
    Death: 152,456
  • Brazil 8,460,244
    Brazil
    Confirmed: 8,460,244
    Active: 861,951
    Recovered: 7,388,784
    Death: 209,509
  • Russia 3,568,209
    Russia
    Confirmed: 3,568,209
    Active: 542,212
    Recovered: 2,960,431
    Death: 65,566
  • UK 3,395,959
    UK
    Confirmed: 3,395,959
    Active: 1,771,962
    Recovered: 1,534,736
    Death: 89,261
  • Turkey 2,387,101
    Turkey
    Confirmed: 2,387,101
    Active: 100,240
    Recovered: 2,262,864
    Death: 23,997
  • Italy 2,381,277
    Italy
    Confirmed: 2,381,277
    Active: 553,374
    Recovered: 1,745,726
    Death: 82,177
  • Germany 2,050,099
    Germany
    Confirmed: 2,050,099
    Active: 330,659
    Recovered: 1,672,000
    Death: 47,440
  • Pakistan 519,291
    Pakistan
    Confirmed: 519,291
    Active: 34,701
    Recovered: 473,639
    Death: 10,951
  • China 88,227
    China
    Confirmed: 88,227
    Active: 1,205
    Recovered: 82,387
    Death: 4,635

ଆପଣଙ୍କ ପାର୍ଟନର କିସ୍ କଲାବେଳେ ଶରୀରରେ ହେଉଥିବା ଦାଗକୁ ନେଇ ଚିନ୍ତିତ ଅଛନ୍ତି କି? ଏହି ଲଭ୍ ବାଇଟକୁ ହଟାଇବା ପାଇଁ ଆପଣ ଘରୋଇ ଉପାୟ ଅବଲମ୍ବନ କରିପାରିବେ । ତେବେ ଏହି ଚିହ୍ନରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା କିଛି ଉପାୟ..

-ଲଭ୍ ବାଇଟରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଟୁଥପେଷ୍ଟ ବା ମଦର ବ୍ୟବହାର କରିପାରିବେ । ଚିହ୍ନ ଥିବା ସ୍ଥାନରେ ୧୦ ମିନିଟ ପର୍ଯ୍ୟନ୍ତ ଟୁଥପେଷ୍ଟ ଲଗାଇବା ପରେ ଏହା ପାଣିରେ ଧୋଇଦିଅନ୍ତୁ । ନଚେତ୍ ମଦକୁ କିଛି ତୁଳାରେ ଭିଜାଇ ସେହି ସ୍ଥାନକୁ ସଫା କରନ୍ତୁ । ଏପରି କରିବା ଦ୍ୱାରା ଦାଗରୁ ମୁକ୍ତି ମିଳିବ ।

-କଦଳୀ ଚୋପାକୁ ଲଭ୍ ବାଇଟ୍ ଦାଗରେ ହାଲୁକା ମସାଜ କରିବା ଦ୍ୱାରା ଦାଗ ପଳାଇଥାଏ ।

-ଥଣ୍ଡା ଚାମଚକୁ ମଧ୍ୟ ଲଭ୍ ବାଇଟ୍ ସ୍ଥାନରେ କିଛି ସମୟ ଘଷିବା ଦ୍ୱାରା ଏହି ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିବ ।

Get real time updates directly on you device, subscribe now.

Comments are closed.