fbpx

ଦୁଃଖ ଓ ଟେନସନକୁ ଦୂର କରିବାକୁ ଆପଣାନ୍ତୁ ଏହି ଉପାୟ

ଆଜିକାଲି ଦୁନିଆରେ ଲୋକମାନେ ନିଜ କ୍ୟାରିୟରକୁ ନେଇ ଟେନସନ ଓ ଦୁଃଖରେ ରହିଆସୁଛନ୍ତି । ଯଦି ଆପଣ ବି ଏହିପରି ସମସ୍ୟା ଭୋଗ କରୁଛନ୍ତି ତେବେ ଆପଣାନ୍ତୁ ଏହି ଉପାୟ..

-ମେଡିଟେସନ ବା ଧ୍ୟାନ ସମୟରେ ଗଭୀର ନିଶ୍ୱାସ ନେବାରୁ ଅକ୍ସଜେନରୁ ଭରପୂର ରକ୍ତ ଶରୀରରେ ପ୍ରବାହିତ ହୋଇଥାଏ । ଦୁଃଖ ଏବଂ ଟେନସନ ଦୂର ହୁଏ ହେବା ସଙ୍ଗେ ସଙ୍ଗେ ମନୁଷ୍ୟର ଆୟୁଷ ମଧ୍ୟ ବଢିଥାଏ | ଧ୍ୟାନ ସକରାତ୍ମକ ଚିନ୍ତାଧାରା ଓ ଶକ୍ତିକୁ ବଢାଇବା ବେଳେ ଉତ୍ତେଜନା, ଉତ୍ସାହ ପରି ଭାବନାକୁ ଦୂର କରିଥାଏ ।

ଧ୍ୟାନ ଦୁଇ ମିନିଟରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ କରାଯାଇପାରେ, କିନ୍ତୁ ଏହା ବ୍ୟକ୍ତିର ମସ୍ତିଷ୍କ ଏବଂ ଶାରୀରିକ ଦକ୍ଷତା ଉପରେ ନିର୍ଭର କରେ । ଶରୀର, ମନ ଏବଂ ପ୍ରାଣର ସମନ୍ୱୟ ପାଇଁ ଆଖି ବନ୍ଦ କରି ଧ୍ୟାନ କରିବା ଉଚିତ ।

ଧ୍ୟାନ ସକାଳ ଚାରିଟାରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଏବଂ ସୂର୍ଯ୍ୟାସ୍ତ ପରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ କରାଯାଇପାରିବ | ସେହି ସମୟରେ, ବାୟୁମଣ୍ଡଳ ଶୁଦ୍ଧ ଏବଂ ନିର୍ମଳ ବାୟୁ ଧ୍ୟାନ ପାଇଁ ଅଧିକ ଲାଭଦାୟକ ହୋଇଥାଏ

Get real time updates directly on you device, subscribe now.