fbpx

କାଲି IAS ସମ୍ମିଳନୀ

ଭୁବନେଶ୍ୱର,୧୬ ।୧(ଓଡିଶା ଭାସ୍କର): ଆସନ୍ତାକାଲି ଭୁବନେଶ୍ୱରରେ ବରିଷ୍ଠ ଅଧିକାରୀ ସମ୍ମିଳନୀ ବା ଆଇଏଏସ ସମ୍ମିଳନୀ ଅନୁଷ୍ଠିତ ହେବ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ସମ୍ମିଳନୀ ହେବ । ବରିଷ୍ଠ ଆଇଏଏସ, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ସରକାରଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଏହି ସମ୍ମିଳନୀରେ ଆଲୋଚନା ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.