fbpx

ଆୟକରରେ ବଡ଼ ରିହାତି

ନୂଆଦିଲ୍ଲୀ, ୧ା୨: ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେଥିରେ ଆୟକରରେ ବଡ଼ ରିହାତି ମିଳିଛି । ୫ଲକ୍ଷ ଯାଏଁ ଆୟକର ଛାଡ଼ ହୋଇଛି । ୫ଲକ୍ଷରୁ ୭.୫ଲକ୍ଷ ପର୍ଯ୍ୟନ୍ତ ଆୟରେ ୧୦% ଟିକସ ଦେବାକୁ ପଡ଼ିବ । ସେହିପରି ୭.୫ଲକ୍ଷରୁ ୧୦ଲକ୍ଷ ପର୍ଯ୍ୟନ୍ତ ୧୫% ଟିକସ ଦେବାକୁ ହେବ । ୧୦ଲକ୍ଷରୁ ଅଧିକ ଆୟକର ୨୦% ଟିକସ, ୧୦ଲକ୍ଷରୁ ଅଧିକ ଆୟ ଉପରେ ୩୦% ଆୟକର ଦେବାକୁ ହେବ ।

Get real time updates directly on you device, subscribe now.