fbpx

ବଢ଼ିଲା ହୋମଗାର୍ଡ଼ଙ୍କ ପ୍ରାପ୍ୟ, ଜାଣନ୍ତୁ କେତେ

ଭୁବନେଶ୍ୱର, ୧୯ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ହୋମଗାର୍ଡ଼ମାନଙ୍କ ଦୈନିକ ପ୍ରାପ୍ୟ ବୃଦ୍ଧି କରାଯାଇଛି । ଏଣିକି ଦୈନିକ ୫୩୩ଟଙ୍କା ପ୍ରାପ୍ୟ ପାଇବେ ହୋମଗାର୍ଡ଼ । ୨୦୨୦ ଜାନୁଆରିରୁ ପିଛିଲା ଭାବେ ଏହା ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ମାସ ମଧ୍ୟରେ ସମସ୍ତ ବକେୟା ବର୍ଦ୍ଧିତ ପ୍ରାପ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଫଳରେ ଉପକୃତ ହେବେ ରାଜ୍ୟର ୧୭ହଜାର ହୋମଗାର୍ଡ଼ ।

Get real time updates directly on you device, subscribe now.