fbpx

କରୋନାରେ ଚୀନକୁ ଟପିଲା ଭାରତ

ନୂଆଦିଲ୍ଲୀ, ୧୫ା୫: ବିଶ୍ୱରେ ମହାମାରୀ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ଅବସ୍ଥାରେ ମଧ୍ୟ ରହିଛି । ଏହି କରୋନା ଭାଇରସ୍ ଚୀନର ଉହାନରୁ ପ୍ରଥମେ ଉତ୍ପନ୍ନ ହୋଇଥିଲା । କିନ୍ତୁ ଆଜି କରୋନାରେ ଚୀନକୁ ଟପିଛି ଭାରତ । ଆଜି ସୁଦ୍ଧା ଚୀନର କରୋନା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଥିବା ନେଇ ସୂଚନା ମିଳିଛି । ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ହଜାର୯୩୩ ଥିବା ବେଳେ ଆଜି ଏହାକୁ ଭାରତ ଅତିକ୍ରମ କରି ୮୩ହଜାର ୭୨ରେ ପହଞ୍ଚିଛି ।

Get real time updates directly on you device, subscribe now.