fbpx

ବ୍ୟାଟିଂ କରିବ ଭାରତ

ପୁଣେ, ୧୦ା୧: ପୁଣେରେ ଭାରତ-ଶ୍ରୀଲଙ୍କା ତୃତୀୟ ଟି-୨୦ ମ୍ୟାଚ ଖେଳାଯିବ । ଟସ୍ ଜିତି ଶ୍ରୀଲଙ୍କା ଫିଲ୍ଡିଂ କରିବା ପାଇଁ ନିଷ୍ପତ୍ତି ନେଇଛି । ଦ୍ୱିତୀୟ ମ୍ୟାଚ ଜିତି ୧-୦ରେ ଆଗୁଆ ରହିଛି ଭାରତ । ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ ବାତିଲ ହୋଇଥିଲା ।

Get real time updates directly on you device, subscribe now.