fbpx

ନ୍ୟୁଜିଲାଣ୍ଡକୁ ଭାରତର ୨୯୭ ଟାର୍ଗେଟ

ମାଉଣ୍ଟ ମାଉଙ୍ଗାନୁଇ,୧୧ ।୨: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚର ତୃତୀୟ ବା ଶେଷ ମ୍ୟାଚ୍ ଆଜି ମାଉଣ୍ଟ ମାଉଙ୍ଗାନୁଇ ମଇଦାନରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ ୨୯୭ ଟାର୍ଗେଟ ଦେଇଛି ଭାରତ । ପ୍ରତମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ୍ ହରାଇ ୨୯୬ ରନ୍ କରିଛି ଟିମ୍ ଇଣ୍ଡିଆ । କେଏଲ ରାହୁଲ ନିଜର ଦିନିକିଆ କ୍ୟାରିୟରରେ ଚତୁର୍ଥ ଶତକ ହାସଲ କରି ୧୧୨ ରନ୍ ସଂଗ୍ରହ କରିଛନ୍ତି । ସେହିପରି ଶ୍ରେୟସ ୬୮ ଓ ମନୀଷ ପାଣ୍ଡେ ୪୨ ରନ୍ ହାସଲ କରିଛନ୍ତି ।

Get real time updates directly on you device, subscribe now.