fbpx

ନ୍ୟୁଜିଲାଣ୍ଡ ଆଗରେ ୩୪୮ ଟାର୍ଗେଟ

ହାମିଲଟନ, ୫ା୨: ହାମିଲଟନରେ ଭାରତ ଓ ନ୍ୟୁଜିଲାଣ୍ଡ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ସେହି ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩୪୮ ଟାର୍ଗେଟ ଦେଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୩୪୭/୪ ସ୍କୋର କରିଛି । ଶ୍ରେୟସ ଆୟାର ସର୍ବାଧିକ ୧୦୩ ରନ କରିଛନ୍ତି । ଏହା ତାଙ୍କର ପ୍ରଥମ ଦିନିକିଆ ଶତକ । ପୂର୍ବରୁ ବ୍ୟକ୍ତିଗତ ଭାବେ ତାଙ୍କର ସର୍ବାଧିକ ସ୍କୋର ଥିଲା ୮୮ । ସେହିପରି କ୍ୟାପଟେନ କୋହଲି ଓ ଲୋକେଶ ରାହୁଲ ଅର୍ଦ୍ଧଶତକ କରିଛନ୍ତି । ଲୋକେଶ ରାହୁଲ ୮୮ କରିଥିବା ବେଳେ କୋହଲି ୫୧ରନ କରିଛନ୍ତି ।

Get real time updates directly on you device, subscribe now.