fbpx

ରବିବାର କରୋନା ଯୋଦ୍ଧାଙ୍କୁ ଏୟାର ସୋ ମାଧ୍ୟମରେ ସମ୍ବଦ୍ଧିତ କରିବ ଭାରତୀୟ ସେନା

ଭୁବନେଶ୍ୱର:୨ ।୫(ଓଡିଶା ଭାସ୍କର): କରୋନା ଯୋଦ୍ଧାଙ୍କୁ ସମ୍ବଦ୍ଧିତ ଭାରତୀୟ ସେନା । ଭାରତର ତନିି ସେନା ମିଳିତ ଭାବେ ଜଣାଇବବେ ଅଭିବାଦନ । ସମୁଦ୍ରରେ ମୁତୟନ ହୋଇଥିବା ଯୁଦ୍ଧ ଜାହାଜକୁ ଆଲୋକିତ କରାଯିବ ।

ସେହିପରି ବାୟୁସେନାର ବିମାନ ଉତ୍ତରରେ ଶ୍ରୀନଗରରୁ ଦଷିଣରେ ଥିରୁଅନନ୍ତପୁରମ ଓ ପୂର୍ବରେ ଦିବ୍ରୁଗଡରୁ ପଶ୍ଚିମରେ କଚ୍ଚ ପର୍ଯ୍ୟନ୍ତ ଉଡାଣ ଭରିବ ।

ସେନାର ହେଲିକାପ୍ଟର ଡାକ୍ତରଖାନା ଗୁଡିକ ଉପରେ ପୁଷ୍ପବର୍ଷା କରିବ । ବାୟୁସେନାର ଯୁଦ୍ଧଜାହାଜ ଗୁଡିକର ବି ବ୍ୟବହାର ହେବ । ଆସନ୍ତା କାଲି ସନ୍ଧ୍ୟା ସମୟରେ ଏହା କରାଯିବା ନେଇ ସୂଚନା ଦେଇଛନ୍ତି ସିଡିଏସ ବିପିନ ରାୱତ ।

Get real time updates directly on you device, subscribe now.