fbpx

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍;  ଦ୍ବିତୀୟ ଦିନର ଖେଳ ଶେଷ,୧୭୫ ରନ୍ ରେ ଆଗୁଆ ଭାରତ 

ହାଇଦ୍ରାବାଦ: ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍ ରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ୨୪୬ ରନ୍ କରିଥିଲା। ଭାରତ ୧୭୫ ରନ୍ ର ଅଗ୍ରଣୀ ହାସଲ କରିଛି। ଭାରତ ପକ୍ଷରୁ କେଏଲ୍ ରାହୁଲ ୮୬, ଯଶସ୍ୱୀ ଜୟସ୍ୱାଲ ୮୦, ରୋହିତ ଶର୍ମା ୨୪, ଶୁଭମନ ଗିଲ୍ ୨୩, ଶ୍ରେୟସ ଆୟର ୩୫ ରନ୍ କରିଥିଲେ।

ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ କେଏସ୍ ଭରତ ୪୧ ରନ୍ କରିଥିଲେ। ଜାଡେଜା ୮୧ ଓ ଅକ୍ଷର ପଟେଲ ୩୫ ରନ୍ କରି ବ୍ୟାଟିଂ କରୁଛନ୍ତି।

 

Get real time updates directly on you device, subscribe now.