ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଯବାନଙ୍କ ପ୍ରାଣ, ୩୦୦ ଫୁଟ ଗଭୀର ଘାଟିରେ ଖସିଲା ସେନା ଗାଡ଼ି

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୁଞ୍ଚରେ ବଡ଼ ଦୁର୍ଘଟଣା ଘଟିଛି। ପୁଞ୍ଚ ଜିଲ୍ଲାର ମେଣ୍ଢର ସବ ଡିଭିଜନର ବଲନୋଇ ଅଞ୍ଚଳରେ ଭାରତୀୟ ସେନା ଗାଡ଼ି ଗଭୀର ଘାଟିରେ ଖସିପଡିଛି। ଏହା ଘଟଣା ଏବଂ ୧୨ ଯବାନ ଗଭୀର ଭାବେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣେ ଯବାନ ସୁରକ୍ଷିତ ଅଛନ୍ତି। ମିଳିଥିବା ସୂଚନାନୁଯାୟୀ, ଯାନରେ ସମୁଦାୟ ୧୮ ଯବାନ ଯାତ୍ରା କରୁଥିଲେ।

ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି, ଏମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପର୍ଯ୍ୟନ୍ତ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହ ଆହତକୁ ଉଦ୍ଧାରକାରୀ ଦଳଙ୍କର ଉଦ୍ଧାର କରିବ କାର୍ଯ୍ୟ ଜାରି ରହିଛି। ଏଥିସହ ରେସ୍କ୍ୟୁ ଅପରେସନ ଜାରି ରହିଛି। ଏହି ଘଟଣାରେ LoC ପାଖରେ ଘଟିଛି।