fbpx

ଭାରତର ପ୍ରଥମ କରୋନା ଟିକାକୁ ମିଳିଲା ପରୀକ୍ଷା ଅନୁମତି

ସାରା ଦେଶରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଥିବା ବେଳେ ଏକ ଆଶ୍ୱସ୍ତକର ଖବର ସାମ୍ନାକୁ ଆସିଛି। ଭାରତର ପ୍ରଥମ କରୋନା ଟିକାକୁ ପରୀକ୍ଷା କରିବାକୁ ଅନୁମତି ମିଳିଛି। ଜୁଲାଇରୁ ମଣିଷ ଶରୀରରେ ପରୀକ୍ଷା ପାଇଁ ମିଳିଛି ଅନୁମତି। ଭାରତ ବାୟୋଟେକ ଦ୍ଵାରା ପ୍ରସ୍ତୁତ ଏହି ଟୀକାର ନାଁ ‘covaxin’। ଭାରତର ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ସର୍ବପ୍ରଥମ ଟୀକା ହେଉଛି ‘covaxin’।

Get real time updates directly on you device, subscribe now.