ଭୁବନେଶ୍ୱର, ୬/୫(ଓଡିଶା ଭାସ୍କର): ଆଜି ଜଗତସିଂହପୁରରେ ୪ ଓ କେନ୍ଦ୍ରାପଡାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜଗତସିଂହପୁର ଏବଂ କେନ୍ଦ୍ରାପଡାର କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର।
ଜଗତସିଂହପୁର ୪ ଆକ୍ରାନ୍ତ ସୁରତ ଫେରନ୍ତା। ସେମାନେ ୨୬ ବର୍ଷୀୟ ପୁରୁଷ, ୩୨ ବର୍ଷୀୟ ପୁରୁଷ, ୩୦ ବର୍ଷୀୟ ପୁରୁଷ ଏବଂ ୪୭ ବର୍ଷୀୟ ପୁରୁଷ I କଲିକତା ଫେରନ୍ତା କେନ୍ଦ୍ରାପଡାର କରୋନା ଆକ୍ରାନ୍ତ ୬୦ବର୍ଷୀୟ ପୁରୁଷ I
4th Health Update, 6th May
Four positive cases in Jagatsinghpur
26 yr Male, 32 yr Male, 30 yr Male & 47 yr Male
(Surat returnees. In quarantine)One positive case in Kendrapara
60 yr Male
Kolkata returneeContact tracing & follow-up action is being done.
Total Case: 185
— I & PR Department, Odisha (@IPR_Odisha) May 6, 2020