fbpx
BSKY
BJD MC SKY
BJD YOUTH SKY

ଏକକ ପିଜି ପାଇଁ ଘୁଞ୍ଚିଲା ନାମଲେଖା

ଭୁବନେଶ୍ୱର,୫ ।୧୧(ଓଡିଶା ଭାସ୍କର) : ଏକକ ପିଜି ପାଇଁ ଘୁଞ୍ଚିଲା ନାମଲେଖା ପ୍ରକ୍ରିୟା । ନଭେମ୍ବର ୧୬ରେ ରାଜ୍ୟ ସ୍ତରୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ପୂର୍ବରୁ ୧୦ ତାରିଖରେ ଏହା ପ୍ରକାଶ ପାଇବାର ଥିଲା । ଡିସେମ୍ବର ୧୬ ସୁଦ୍ଧ ଆଡମିଶନ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.