fbpx
BSKY
BJD MC SKY
BJD YOUTH SKY

ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଇସଲାମିକ୍ ଷ୍ଟେଟ୍

କାବୁଲ, ୩ ।୧୧: କାବୁଲ ବିଶ୍ୱବିଦ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଇସଲାମିକ୍ ଷ୍ଟେଟ୍ । ଏହି ବର୍ବର ଆକ୍ରମଣରେ ଛାତ୍ରଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଜିହାଦୀ ଗୋଷ୍ଠୀର ଅମାକ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟରେ ଏକ ପ୍ରଶିକ୍ଷଣ ପାଠ୍ୟକ୍ରମ ସମାପ୍ତ ହେବା ଉଦ୍ଦେଶ୍ୟରେ ବନ୍ଧୁକଧାରୀମାନେ ଏକ ସଭାକୁ ଟାର୍ଗେଟ କରିଥିଲେ ।

Get real time updates directly on you device, subscribe now.