fbpx
BSKY
BJD MC SKY
BJD YOUTH SKY

ଭିଜିଲାନ୍ସ ଜାଲରେ ଫସିଲେ ଫରେଷ୍ଟ ଗାର୍ଡ

ସମ୍ବଲପୁର,୩ ।୧୧(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ସମ୍ବଲପୁର ଜୁଜୁମରାର ଫରେଷ୍ଟ ଗାର୍ଡ । ୩୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ଫରେଷ୍ଟ ଗାର୍ଡ ମଧୁସ୍ମିତା ମହାପାତ୍ର । ବନ ସୁରକ୍ଷା ସମିତିର କୋଠା ନିର୍ମାଣ ବିଲ୍ ପାସ୍ କରିବାକୁ ସେ ଲାଞ୍ଚ ନେଉଥିବା ଜଣାପଡିଛି । ତେବେ ବେହେରାଣୀବାସୀ ବନସୁରକ୍ଷା ସମିତିର ସଦସ୍ୟ ସଦସ୍ୟ ସଚିବ ଅଛନ୍ତି ମଧୁସ୍ମିତା ମହାପାତ୍ର ।

Get real time updates directly on you device, subscribe now.