ରଙ୍ଗବତୀ ଗୀତର ରଚୟିତା ମିତ୍ରଭାନୁ ଗଉନ୍ତିଆ ଅସୁସ୍ଥ

ରଙ୍ଗବତୀ ଗୀତର ରଚୟିତା ମିତ୍ରଭାନୁ ଗଉନ୍ତିଆ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ହସ୍ପିଟାଲରେ ଭର୍ତ୍ତି । ପ୍ରଥମେ କୁଚିଣ୍ଡା ହସ୍ପିଟାଲ ଓ ପରେ ବୁର୍ଲାକୁ ସ୍ଥାନାନ୍ତର ।

ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଚନା କରିଛନ୍ତି ଏହି ମହାନ କଳାକାର । ଖୁବଶୀଘ୍ର ସୁସ୍ଥ ହେବା ସହ, ଆଶୁ ଆରୋଗ୍ୟ କାମନା କରିଛନ୍ତି ପରିବାର ସହ ତାଙ୍କର ପ୍ରଶଂସକ । ପଦ୍ମଶ୍ରୀ ସମ୍ନାନରେ ମଧ୍ୟ ଭୂଷିତ ହୋଇଛନ୍ତି ମିତ୍ରଭାନୁ ଗୌନ୍ତିଆ ।

Get real time updates directly on you device, subscribe now.