fbpx

ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ନକ୍ସାରେ ତ୍ରୁଟି

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ଚିଠା ଡିଜାଇନକୁ ନେଇ ବୈଠକ ହୋଇଛି । ନକ୍ସାରେ ଥିବା ତ୍ରୁଟି ସଂଶୋଧନ ପାଇଁ ପ୍ରସ୍ତୁତକାରୀଙ୍କୁ ପରାମର୍ଶ ଦିଆଯାଇଛି । ବେଙ୍ଗଲୁରୁର ଏକ ସଂସ୍ଥା ପ୍ରସ୍ତୁତ କରୁଛି କରିଡ଼ରର ନକ୍ସା । ଜାନୁଆରି ୧୫ସୁଦ୍ଧା ନକ୍ସା ନେଇ ପରାମର୍ଶ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫେବ୍ରୁଆରିରେ ଐତିହ୍ୟ କରିଡ଼ରର ଚୂଡ଼ାନ୍ତ ଡିଜାଇନ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.