fbpx
BJD
BJD SKY
BJD SKY

Big Breaking; ଜଗନ୍ନାଥ ରଥ ହେଲେ ନୂଆ ସୂଚନା କମିଶନର: ନିଯୁକ୍ତି ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟର ସୂଚନା କମିଶନର ପଦରେ ହୋଇଛି ପରିବର୍ତ୍ତନ । ନୂଆ ସୂଚନା କମିଶନର ଭାବରେ ଜଗନ୍ନାୟଥ ରଥ ଦାୟିତ୍ୱ ନେଇଛନ୍ତି । ତେବେ ଜଗନ୍ନାଥଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ ।

Get real time updates directly on you device, subscribe now.