fbpx

ଜାପାନ ପ୍ରଧାନମନ୍ତ୍ରୀ ପଦରୁ ସିଞ୍ଜୋ ଆବେଙ୍କ ଇସ୍ତଫା

ଟୋକିଓ ,୨୮ ।୮: ଜାପାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସିଞ୍ଜୋ ଆବେ । ଇସ୍ତଫା ନେଇ ସମ୍ବାଦ ସରବରାହ ସଂସ୍ଥା ରଏଟରରୁ ସୂଚନା ମିଳିଛି । ଦୀର୍ଘଦିନ ଧରି ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବାରୁ ଇସ୍ତଫା ନିଷ୍ପତ୍ତି ନେଇଛନ୍ତି ସିଞ୍ଜୋ । ସ୍ୱାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ସେ ନିକଟରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହି କାରଣରୁ ସେ କାମରେ ଧ୍ୟାନ ଦେଇପାରୁ ନାହାନ୍ତି । ତାଙ୍କର କାର୍ଯ୍ୟକାଳ ୨୦୨୧ ମସିହା ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଥିଲା ।

Get real time updates directly on you device, subscribe now.