fbpx

କରୋନା ପ୍ରଭାବ: କେନ୍ଦ୍ରାପଡାରେ ଯାତ୍ରା ବନ୍ଦ

କେନ୍ଦ୍ରାପଡା,୧୫ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁଁ ୧୩୭ ଟି ଦେଶରେ ୫,୭୬୪ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ପ୍ରଭାବରେ କେନ୍ଦ୍ରାପଡାରେ ସମସ୍ତ ଯାତ୍ରା ପରିବେଷଣ ଉପରେ କଟକଣା ଲଗାଯାଇଛି । ମାର୍ଚ୍ଚ ୩୧ ଯାଏଁ ଯାତ୍ରା ପରିବେଷଣ ଉପରେ ରୋକ ଲଗାଯାଇଛି । କରୋନା ସତର୍କତା ନେଇ ଯାତ୍ରା ବନ୍ଦ ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.