fbpx

ନିହତ ହେଲା ଜୈଶ ଆତଙ୍କବାଦୀ

ଜାମ୍ମୁକାଶ୍ମୀର, ୨୪ା୧: ଏନକାଉଣ୍ଟରରେ ଜୈଶ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଜୈଶ ଆତଙ୍କବାଦୀ ଅବୁ ସୈଫୁଲା ନିହତ ହୋଇଛି । ଜମ୍ମୁକାଶ୍ମୀର ଅବନ୍ତିପୁରାରେ ସୁରକ୍ଷାକର୍ମୀଙ୍କ ଏନାକାଉଣ୍ଟରରେ ସଫା ହୋଇଛି ଜୈଶର ଆତଙ୍କବାଦୀ । ତ୍ରାଲ ଏବଂ ଖ୍ରେବ୍ ଅଞ୍ଚଳରେ ସେ ଦେଢ଼ବର୍ଷ ହେଲା ସକ୍ରିୟ ଥିଲା । ବିଦେଶୀ ଆତଙ୍କବାଦୀ ସହ ମଧ୍ୟ ଲିଙ୍କରେ ଥିଲା ଜୈଶ କମାଣ୍ଡର ।

Get real time updates directly on you device, subscribe now.