fbpx

ଜୁଲାଇ ୩ରେ ହେବ JEE ଆଡଭାନ୍ସଡ

ନୂଆଦିଲ୍ଲୀ,୭ ।୧: ଆସନ୍ତା ଜୁଲାଇ ୩ ତାରିଖରେ ହେବାକୁ ଯାଉଛି JEE ଆଡଭାନ୍ସଡ । ପରୀକ୍ଷାର ପରିଚାଳନା କରିବ ଆଇଆଇଟି ଖଡଗପୁର । ଚଳିତବର୍ଷରେ ବି ପରୀକ୍ଷା ନିୟମ ହୋକଳ ହୋଇଛି । +୨ରେ ୭୫ ପ୍ରତିଶତ ନମ୍ବର ବାଧ୍ୟତାମୂଳକ ନୁହେଁ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ।

Get real time updates directly on you device, subscribe now.