fbpx

ବିପଦ ସଂକେତ ଉପରେ ଜଳକା

ଜଳେଶ୍ୱର(ଓଡ଼ିଶା ଭାସ୍କର): ବସ୍ତାର ମଥାନୀ ଠାରେ ବିପଦ ସଂକେତ ଉପରେ ବୋହୁଛି ଜଳକା । ମଥାଳୀ ଠରେ ଜଳକା ପଦୀର ବିପଦ ସଂକେତ ୫.୫ ମିଟର ହୋଇଥିବା ବେଳେ ଏବେ ଜଳକାର ଜଳସ୍ତର ୬.୦୨ ମିଟର ରହିଛି । ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ଜଳସ୍ତର ବଢ଼ିଛି । ତେବେ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ କ୍ଷେତ୍ର କାରଣରୁ କିଛି ଦିନ ହେବ ବିଭିନ୍ନ ଲାଗି ରହିଛି । ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଲଗାଣ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିବାଗ ବିଭାଗ ଆକଳନ କରିଛନ୍ତି ।

Get real time updates directly on you device, subscribe now.