fbpx

Odisha High Courtରେ ବାହାରିଲା ଅନେକ ପଦବୀ, ଅଗଷ୍ଟ ୧୨ ତାରିଖ ପୂର୍ବରୁ କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି । ଓଡ଼ିଶା ହାଇକୋର୍ଟରେ ଅନେକ ପଦବୀ ଖାଲି ଅଛି । ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କ ଉପରେ କ୍ଲିକ୍ କରି ସବିଶେଷ ବିବରଣୀ ଜାଣିପାରିବେ । ଆବେଦନ କରିବା ପୂର୍ବରୁ ବିଜ୍ଞପ୍ତିକୁ ଭଲ ଭାବେ ପଢ଼ିବାକୁ ଅନୁରୋଧ ।

ଷ୍ଟେନୋଗ୍ରାଫର ପାଇଁ ମୋଟ ୨୨ଟି ପଦବୀ ବାହାରିଛି । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହେବା ସହ ସର୍ଟହାଣ୍ଡରେ ମିନିଟ୍ ପିଛା ସ୍ପିଡ୍ ୮୦ଟି ଶବ୍ଦ ଓ ଟାଇପ୍ ରାଇଟିଂ / ଟ୍ରାଞ୍ଜାକସନ କମ୍ପ୍ୟୁଟରରେ ୪୦ଟି ଶବ୍ଦ ରହିଥିବା ଦରକାର ।

ଅନଲାଇନ ଆବେଦନ ଆରମ୍ଭ ତାରିଖ: ୧୮.୦୭.୨୦୨୨

ଅନଲାଇନ ଆବେଦନ ଅନ୍ତିମ ତାରିଖ: ୧୨.୦୮.୨୦୨୨

ଅନଲାଇନ୍ ଆପ୍ଲାଏ ଲିଙ୍କ: https://ohcrecruitment.in/apply-1.php?jobid=22

ଅଫିସିଆଲ ନୋଟିଫିକେସନ ଲିଙ୍କ: https://nijuktikhabar.in/wp-content/uploads/2022/07/Notification-Odisha-High-Court-Junior-Stenographer-Recruitment-2022.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.orissahighcourt.nic.in/

 

Get real time updates directly on you device, subscribe now.