fbpx
BJD SKY
BJD SKY

OHPC ତରଫରୁ ଆସିଲା ନିଯୁକ୍ତି ସୁଯୋଗ, ଓଡ଼ିଶାର ଛାତ୍ରଛାତ୍ରୀମାନେ ଶୀଘ୍ର କରନ୍ତୁ ଆବେଦନ

BJD

ଚାକିରି ଅନ୍ୱେଷଣରେ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି) ତରଫରୁ ଅନେକ ଚାକିରି ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଭଲ ଭାବେ ପଢ଼ି ଆବେଦନ କରିବାକୁ ଅନୁରୋଧ ।ମୋଟ ୫୧ଟି ପଦବୀ ପାଇଁ ବିଜ୍ଞାପନ ବାହାରିଥିବା ବେଳେ ପ୍ରାର୍ଥୀମାନେ ୫ଟି ଭିନ୍ନ ଭିନ୍ନ ବର୍ଗରେ ଆବେଦନ କରିପାରିବେ ।

ଅନଲାଇନ ଆବେଦନ ଆରମ୍ଭ ତାରିଖ: ୧୬.୦୮.୨୦୨୨

ଅନଲାଇନ ଆବେଦନ ଅନ୍ତିମ ତାରିଖ: ୧୫.୦୯.୨୦୨୨

ଅନଲାଇନ୍ ଆପ୍ଲାଏ ଲିଙ୍କ: Available Soon

ଅଫିସିଆଲ ନୋଟିଫିକେସନ ଲିଙ୍କ: https://nijuktikhabar.in/wp-content/uploads/2022/07/Notification-OHPC-Limited-GETs-Recruitment-2022.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://ohpcltd.com/

Get real time updates directly on you device, subscribe now.