fbpx
BSKY
BJD MC SKY
BJD YOUTH SKY

OMFED ତରଫରୁ ବାହାରିଲା ଚାକିରି, ଓଡ଼ିଶାର ପ୍ରାର୍ଥୀମାନେ ଶୀଘ୍ର ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ରାଜ୍ୟ କୋ-ଅପରେଟିଭ ମିଲକ୍ ପ୍ରଡ୍ୟୁସର୍ସ ଫେଡେରେସନ ଲିମିଟେଡ (ଓମଫେଡ) ତରଫରୁ ଅନେକ ପଦବୀ ପାଇଁ ଆଜି ବିଜ୍ଞାପନ ବାହାରିଛି । ରାଜ୍ୟର ଆଶାୟୀଙ୍କ ପାଇଁ ମୋଟ ୯ଟି ବର୍ଗରେ ଚାକିରି ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ପ୍ରଥମେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଭଲ ଭାବେ ପଢ଼ି ଆବେଦନ କରିବାକୁ ଅନୁରୋଧ ।

ଆବେଦନ କରିବାର ଅନ୍ତିମ ତାରିଖ ଆସନ୍ତା ମାସ ୧୬ ତାରିଖ ରହିଛି । ପ୍ରାର୍ଥୀମାନେ ପ୍ରତ୍ୟେକ ପଦବୀ ପାଇଁ ଆବେଦନ ଫର୍ମ ଓମଫେଡ ୱେବସାଇଟ୍ ଙ୍ଗଙ୍ଗଙ୍ଗ.କ୍ଟଜ୍ଞଲରୟ.ମକ୍ଟଜ୍ଞରୁ ଡାଉନଲୋଡ୍ କରିପାରିବେ । ନିଯୁକ୍ତି ସମ୍ପର୍କିତ କୌଣସି ପରିବର୍ତ୍ତନ, ସଂଶୋଧନ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ନିୟମିତ ୱେବସାଇଟ୍ ଚେକ୍ କରିବାକୁ ଅନୁରୋଧ ।

ନୋଟିଫିକେସନ ଲିଙ୍କ: http://omfed.com/appointments/ADVERTISEMENT%2026.08.2022.pdf
ୱେବସାଇଟ୍ ଲିଙ୍କ: http://omfed.com/default.asp?lnk=home

Get real time updates directly on you device, subscribe now.