fbpx
BSKY SKY
BSKY SKY

ଜେଲରେ ନିଜ ଗୁପ୍ତାଙ୍ଗ କାଟିଦେଲା କଏଦୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

BSKY

ଜେଲରେ ନିଜ ଗୁପ୍ତାଙ୍ଗ କାଟିଦେଲା କଏଦୀ । ଦୁଷ୍କର୍ମ ମାମଲାରେ ଦଣ୍ଡ ଭୋଗୁଥିବା ଜଣେ କଏଦୀ ବ୍ଲେଡରେ ନିଜ ଗୁପ୍ତାଙ୍ଗ କାଟିଦେଇଥିଲେ । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହି ମାମଲା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଇଟାବାରେ । ସୂଚନାଅନୂଯାୟୀ, ବଳାକ୍ରାର ମାମଲାରେ ସଜା କାଟୁଥିବା ଜଣେ କଏଦୀ ନିଜ ଗୁପ୍ତାଙ୍ଗକୁ ବ୍ଲେଡ୍ ରେ କାଟିଦେଇଥିଲା ।

ଜେଲ ଅଧିକ୍ଷକ କହିଛନ୍ତି ଯେ ୩୦ ବର୍ଷୀୟ ଅନିଲ୍ କୁ ଦୁଷ୍କର୍ମ ମାମଲାରେ ୧୦ ବର୍ଷର ଦଣ୍ଡ ଶୁଣାଯାଇଥିଲା । ୨୦୧୭ରୁ ସେ ଜେଲରେ ରହିଛି । ଗତ କିଛି ଦିନରୁ ସେ ଡିପ୍ରେସନରେ ଥିଲା, ଆଉ ଆଜି ବ୍ଲେଡରେ ନିଜର ଗୁପ୍ତାଙ୍ଗ କାଟିଦେଇଥିଲା ।

Get real time updates directly on you device, subscribe now.