fbpx

ଆସନ୍ତାକାଲି ରାଷ୍ଟ୍ରପତି ଓ ବିରୋଧୀ ଭେଟ

ନୂଆଦିଲ୍ଲୀ,୮ ।୧୨: ନୂଆ କୃଷି ଆଇନକୁ ବିରୋଧ କରି ସାରା ଦେଶରେ ଆଜି ଭାରତ ବନ୍ଦ ଆନ୍ଦୋଳନ ପାଳନ ହୋଇଛି । ଏହି ପ୍ରସଙ୍ଗରେ ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାକୁ ଯାଉଛନ୍ତି ବିରୋଧୀ ଦଳଗୁଡିକର ପ୍ରତିନିଧି । ସନ୍ଧ୍ୟା ୫ଟାରେ କୃଷି ଆଇନ ପ୍ରସଙ୍ଗରେ ଆଲୋଚନାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି । ମିଳିତ ପ୍ରତିନିଧି ଦଳରେ ରାହୁଲ ଗାନ୍ଧୀ, ଶରଦ ପାୱାର ପ୍ରମୁଖ ସାମିଲ ଥିବା ଜଣାପଡିଛି । ତେବେ କୋଭିଡ କଟକଣା ଯୋଗୁଁ କେବଳ ୫ ଜଣଙ୍କୁ ଭୋଟିବାକୁ ଅନୁମତି ମିଳିଛି ।

Get real time updates directly on you device, subscribe now.