fbpx

ଗଜଭିୟେଙ୍କୁ ପଦୋନ୍ନତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୮ ।୧୨(ଓଡିଶା ଭାସ୍କର): ହାଇକୋର୍ଟରେ ଆଇପିଏସ ଅଫିସର ସତୀଶ ଗଜଭିୟେଙ୍କୁ ମିଳିଛି ଆଶ୍ୱସ୍ତି । ଗଜଭିୟେଙ୍କ ବିରୋଧରେ ହୋଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଖାରଜ ହୋଇଛି । ମାଲକାନଗିରି ଏସପି ଥିବା ବେଳେ ବିଭାଗୀୟ କାର୍ଯ୍ୟାନଷ୍ଠାନ ହୋଇଥିଲା । ଗଜଭିୟେଙ୍କୁ ପଦୋନ୍ନତି ଓ ସ୍ଥଗିତ ଥିବା ସୁବିଧା ସୁଯୋଗ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.