fbpx

ଭିକ୍ଷୁକମୁକ୍ତ ହେବ ଏକାମ୍ର କ୍ଷେତ୍ର

ଭୁବନେଶ୍ୱର,୮ ।୧୨(ଓଡିଶା ଭାସ୍କର): ଖୁବଶୀଘ୍ର ପୁରୀ ଭଳି ଭିକ୍ଷୁକମୁକ୍ତ ହେବ ଏକାମ୍ର କ୍ଷେତ୍ର । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଖର ନିରାଶ୍ରୟଙ୍କୁ ଥଇଥାନ କରାଯିବ । ଏକାମ୍ର ଯୋଜନାରେ ବିଏମସି ଓ ବିଡିଏ ପକ୍ଷରୁ ଏନେଇ ପଦକ୍ଷେପ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ସହାୟ ଯୋଜନାରେ ଥଇଥାନ ବ୍ୟବସ୍ଥା ହେବ । ଭିକ୍ଷୁକ ଓ ଅସହାୟମାନଙ୍କୁ ଜୀବିକା ସହାୟତା ଯୋଗାଇ ଦିଆଯିବ । ଓଲଡଟାଉନ ଅଞ୍ଚଳର ଭିକ୍ଷୁକ ଓ ବାସହୀନଙ୍କୁ ଚିହ୍ନଟ ପାଇଁ ସର୍ଭେ ଆରମ୍ଭ ହୋଇଛି । ଇଚ୍ଛୁକ ନିରାଶ୍ରୟଙ୍କୁ ଘରକୁ ଫେରିବା ପାଇଁ ସାହାର୍ଯ୍ୟ କରାଯିବ ।

Get real time updates directly on you device, subscribe now.