fbpx

ଜୁବିଲାଣ୍ଟ ଆଗ୍ରି ଏବଂ କଞ୍ଜ୍ୟୁମର ପ୍ରଡକ୍ଟର MD ଏବଂ CEO ମନୁ ଅହୁଜାଙ୍କ ପରଲୋକ

AAKASH

ନୂଆଦିଲ୍ଲୀ: ଜୁବୁଲାଣ୍ଟ ଆଗ୍ରି ଏବଂ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ (ଏମଡି) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମନୁ ଅହୁଜାଙ୍କ ପରଲୋକ ହୋଇଛି । କମ୍ପାନୀ ଏହାର BSE ଫାଇଲିଂରେ ଏହି ସୂଚନା ଦେଇଛି ।

କମ୍ପାନୀ କହିଛି, “୯ ଡିସେମ୍ବର ୨୦୨୩ ରେ ଶନିବାର ଦିନ JACPLର ପୂର୍ଣ୍ଣକାଳିନ ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ମନୁ ଅହୁଜାଙ୍କ ଆକସ୍ମିକ ତଥା ଦୁଃଖଦ ମୃତ୍ୟୁ ବିଷୟରେ ଆପଣଙ୍କୁ ଜଣାଇବାରେ ଆମେ ଦୁଃଖିତ । ଶ୍ରୀ ଅହୁଜାଙ୍କ ଆକସ୍ମିକ ଏବଂ ଅପ୍ରତ୍ୟାଶିତ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ହେବ । ” JACPL ଏବଂ JACPLର ସମସ୍ତ ନିର୍ଦ୍ଦେଶକ ଏବଂ କର୍ମଚାରୀମାନେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା, ଦୁ କ୍ଟଙ୍ଗଗ୍ଦ ଖ ଓ ସମବେଦନା ଜଣାଇଛନ୍ତି । ”

ଏହାସହ ଏହା କୁହାଯାଇଛି ଯେ, “JACPL, ନିର୍ଦ୍ଦେଶକ ଏବଂ ପରିଚାଳନା JACPLର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ତଥା ସିଇଓ ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଇଥିବା ମୂଲ୍ୟବାନ ଅବଦାନକୁ ପ୍ରଶଂସାଯୋଗ୍ୟ ।”

Get real time updates directly on you device, subscribe now.