fbpx

ବିନା ଦର୍ଶକରେ ହେବ ଜୁନିଅର ବିଶ୍ୱକପ୍ ହକି

ଭୁବନେଶ୍ୱରରେ ଜୁନିଅର ହକି ବିଶ୍ୱକପ୍ ବିନା ଦଶର୍କରେ ଖେଳାଯିବ । ଖେଳାଳି ଓ ସମର୍ଥକଙ୍କ ନିରାପତ୍ତା ପାଇଁ କୋଭିଡ କଟକଣାରେ ହେବ ମ୍ୟାଚ୍ । ହକିପ୍ରେମୀ ଟେଲିଭିଜନ ଜରିଆରେ ମ୍ୟାଚର ସିଧା ପ୍ରସାରଣ ଦେଖିପାରିବେ । ନଭେମ୍ବର ୨୪ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍ ଡିସେମ୍ବର ୫ରେ ସରିବ । ଜୁନିଅର ହକି ବିଶ୍ୱକପରେ ମୋଟ ୧୬ଟି ଦଳ ଭାଗ ନେବେ ।

Get real time updates directly on you device, subscribe now.