fbpx

ବିଜେଡିରୁ କଳ୍ପତରୁ ଓଝାଙ୍କୁ ବହିଷ୍କାର, ଜାଣନ୍ତୁ କାରଣ

ଭୁବନେଶ୍ୱର,୨୮ ।୯(ଓଡିଶା ଭାସ୍କର): ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଦଳରୁ କଳ୍ପତରୁ ଓଝାଙ୍କୁ ଆଜି ବହିଷ୍କାର କରାଯାଇଛି । କଳ୍ପତରୁ ଓଝାଙ୍କୁ ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବହିଷ୍କାର କରିଛନ୍ତି । ଏନେଇ ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି । କିଛି ସମୟ ପୂର୍ବରୁ ଅସନ୍ତୋଷ ଜାହିର କରିଥିଲେ କଳ୍ପତରୁ ।ଦଳର ନେତୃତ୍ୱ ଓ ଚୟନ ସଠିକ ଢଙ୍ଗରେ ହୋଇନଥିବା ସେ ଅଭିଯୋଗ ଆଣିଥିଲେ ।’

Get real time updates directly on you device, subscribe now.