fbpx

ବିକିନି ପିନ୍ଧି ହଟ୍ ଅନ୍ଦାଜରେ ନଜର ଆସିଲେ କରିସ୍ମା, ଦେଖନ୍ତୁ ଫଟୋ

ମୁମ୍ବାଇ, ୧୭ ।୪ (ଓଡିଶା ଭାସ୍କର) : “ନାଗିନ୍”, “ଖତରୋ କେ ଖିଲାଡି’ ସୋରେ ନଜର ଆସିଥିବା କରିସ୍ମା ତନ୍ନାଙ୍କ ଲାଟେଷ୍ଟ ଫଟୋ ଇନଟରନେଟ୍ ରେ ଟେମ୍ପରେଚର୍ ବଢ଼ାଇଦେଇଛି । ଅଭିନେତ୍ରୀ କରିସ୍ମା ତନ୍ନା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି ।

ନିକଟରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି । ସେଥିରେ ସେ ବିକିନି ପିନ୍ଧି ସୁଇମିଂ ପୁଲରେ ମଜା ନେଉଥିବା ଦେଖିବାକୁ ମିଳିଛି ।


ଫଟୋରେ ସେ କଳା ରଙ୍ଗର ବିକିନିରେ ନଜର ଆସିଥିବା ବେଳେ କଳା ସନ୍ ଗ୍ଲାସ ପିନ୍ଧିଛନ୍ତି । ଫଟୋରେ ସେ ଖୁବ୍ ହଟ୍ ଏବଂ ବୋଲ୍ଡ ଅନ୍ଦାଜରେ ପୋଜ୍ ଦେଇଛନ୍ତି ।

ସେହିପରି ଆଉ ଗୋଟିଏ ଫଟୋରେ ସେ ସୁଇମିଂ ପୁଲରେ ନିକଟରେ ଶୋଇଥିବା ଦେଖିବାକୁ ମିଳିଛି ।


ତେବେ ଖାଲି ଏତିକି ନୁହେଁ ତାଙ୍କର ଆଉ ଏକ ବିକିନି ଫଟୋ ଫ୍ୟାନ୍ସ ମାନଙ୍କୁ ଆଟ୍ରାକ୍ଟ କରିଛି । ତାହା ହେଉଛି ସେ ବିକିନି ପିନ୍ଧି ରୁମ୍ ରେ ଫଟୋସୁଟ୍ କରିଥିବା ଦେଖିବାକୁ ମିଳିଛି । ସେହି ଫଟୋକୁ ତାଙ୍କ ଫ୍ୟାନ୍ସ ମାନେ ଖୁବ୍ ପସନ୍ଦ କରିଛନ୍ତି । ଫଟୋରେ ଜଣେ ଫ୍ୟାନ୍ସ କମେଣ୍ଟ ଦେଇଛନ୍ତି ଯେ, ହଟ୍ । ଆଉ ଜଣେ କହିଛନ୍ତି, ଗର୍ମି । ସେହି ଫଟୋକୁ ୩ ଲକ୍ଷରୁ ଅଧିକ ଲାଇକ୍ ମିଳିଛି ।


ସୋସିଆଲ ମିଡିଆରେ ସେ ଲଗାତର ଆକ୍ଟିଭ୍ ରହୁଥିବା ବେଳେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ହେଉଛି ୬.୧ ମିଲିୟନ୍ ।

Get real time updates directly on you device, subscribe now.