fbpx

ଗିରଫ ହେଲେ କେନ୍ଦ୍ରାପଡା ଅବକାରୀ SI

କେନ୍ଦ୍ରାପଡା,୨୭ ।୧୧(ଓଡିଶା ଭାସ୍କର): କେନ୍ଦ୍ରାପଡା ଅବକାରୀ SI ପୂର୍ଣ୍ଣେନ୍ଦୁ ରାଉତଙ୍କୁ ଆଜି ଗିରଫ କରିଛି ପୋଲିସ । ତାଙ୍କ ନାଁରେ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇଥିବା ଅଭିଯୋଗ ହୋଇଥିଲା ।

ତେବେ ଗୋପ ବାରର ଲାଇସେନ୍ସ ନବୀକରଣ ସପକ୍ଷରେ ପୂର୍ଣ୍ଣେନ୍ଦୁ ରିପୋର୍ଟ ଦେଇଥିଲେ । ଏହି ରିପୋର୍ଟ ଭିତ୍ତିରେ ମୃତ ବ୍ୟକ୍ତିଙ୍କୁ ବାର ଲାଇସେନ୍ସ ମିଳିଥିଲା । ୨୦୦୮ ମସିହାରେ ଏନେଇ ଅଭିଯୋଗ କରିଥିଲେ ଅବକାରୀ ଅଧୀକ୍ଷକ ।

Get real time updates directly on you device, subscribe now.