fbpx
BJD SKY
BJD SKY

(Video) ନୂଆ ଉପାୟରେ ହେଉଛି ସାଇବର ଠକେଇ: ସାଇବର ଏକ୍ସପର୍ଟଙ୍କ ଠାରୁ କାଣନ୍ତୁ କେମିତି ରହିବେ ସୁରକ୍ଷିତ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ବଢ଼ିଚାଲିଛି ସାଇବର କ୍ରାଇମ । ପ୍ରତିଦିନ ଅନେକ ଲୋକ ହେଉଛନ୍ତି ଏହାର ଶିକାର । ବିଭିନ୍ନ ବାହାନା ଦେଖାଇ ସାଇବର ଅପରାଧୀମାନେ ଲୁଟ୍ କରୁଛନ୍ତି ଲୋକଙ୍କ କଷ୍ଟ ଅର୍ଜିତ ଧନ । ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ମଧ୍ୟ ହେଉଛି । କେତେବେଳେ ବ୍ୟାଙ୍କରୁ ଫୋନ କରୁଥିବା କହି ତ’ କେତେବେଳେ ଲୋଭନୀୟ ଅଫର କହି ଲୁଟ୍ କରୁଛନ୍ତି ସାଇବର ଠକ । ଏଥିପାଇଁ ବ୍ୟାଙ୍କ ଏବଂ ସାଇବର ଏକ୍ସପର୍ଟମାନେ ସବୁବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହା ନିଜର କୌଣସି ପାସୱାର୍ଡ ଓଟିପି, ଲଗ ଇନ ଇନଫରମେସନ, ଏଟିଏମ ପିନ୍, ସିଭିଭି କାହାକୁ ନଦେବାକୁ ଦିଆଯାଉଛି ପରାମର୍ଶ ।

ତେବେ ଏହାରି ମଧ୍ୟରେ ପୁଣି ଥରେ ଏକ ନୂଆ ପ୍ରକାରର ସ୍କାମ ଦେଖିବାକୁ ମିଳିଛି । ଯାହାକୁ ନେଇ ସୂଚନା ଦେଇଛନ୍ତି ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ । ତେବେ କ’ଣ ସେହି ସ୍କାମ ଏବଂ ତାହା କେମିତି କରାଯାଉଛି ଜାଣିବା ପାଇଁ ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.