fbpx

ଡିଜିନ୍ ପତ୍ରିକାରେ ଓଡିଶାର କୃଷି ଭବନ

ଭୁବନେଶ୍ୱର,୨୫ ।୮(ଓଡିଶା ଭାସ୍କର): ବିଶ୍ୱସ୍ତରୀୟ ପତ୍ରିକା ‘ଡିଜିନ୍’ରେ ସ୍ଥାନ ପାଇଛି ଓଡିଶାର କୃଷି ଭବନ । ଭାରତର ସର୍ବପ୍ରଥମ ସରକାରୀ ସୌଧ ଭାବେ ଏହା ସ୍ଥାନ ପାଇଛି । ତେବେ ସମ୍ବଲପୁର ଶାଢି ଡିଜାଇନରେ କୃଷି ଭବନ ନିର୍ମାଣ ହୋଇଛି ।

Get real time updates directly on you device, subscribe now.