fbpx

୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

କୁଜଙ୍ଗ,୧୦ ।୧୨(ଓଡିଶା ଭାସ୍କର): ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ପଶିଆ ହତ୍ୟାକାଣ୍ଡ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି କୋର୍ଟ । ଏହି ମାମଲାରେ ଜଡିତ ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୁଜଙ୍ଗ ADJ କୋର୍ଟ । ତେବେ ୨୦୧୪ରେ ବ୍ଳକ୍‌ ପଡ଼ିଆରେ ପଶିଆଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।

Get real time updates directly on you device, subscribe now.