fbpx

ଲଦ୍ଦାଖ ସୀମାରେ ଉତ୍ତେଜନା: ଭାରତର ୨୦ ଯବାନ ସହିଦ, ଚୀନର ୪୩ ସୈନିକ ମୃତ

ନୂଆଦିଲ୍ଲୀ,୧୬/୬: ଲଦ୍ଦାଖର ଗଲୱାନ ଉପତ୍ୟକାରେ ଭାରତ-ଚୀନ୍ ମୁହାଁମୁହିଁ ଘଟଣା ଭୟଙ୍କର ରୁପ ନେବାରେ ବସିଲାଣି। ଏହି ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଚୀନ୍‌ର ୪୩ ଯବାନ ମୃତାହତ ହୋଇଥିବା ସୂଚନା ମିଳିଛି।
ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଜଣାପଡିଛି। ଗୋଟିଏ ପଟେ ଶାନ୍ତି ବାର୍ତ୍ତା ଚାଲିଥିବା ବେଳେ ଅନ୍ୟ ପଟରେ ଓ ଚୀନ୍‌ ସେନାଙ୍କ ଔଦ୍ଧତ୍ୟର କଡ଼ା ଜବାବ ଦେଇଛନ୍ତି ଭାରତୀୟ ସେନା ।

Get real time updates directly on you device, subscribe now.