fbpx

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ଚିଠି

ନୂଆଦିଲ୍ଲୀ, ୨୪/୮: ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଚିଠି ଲେଖିଛି। ଋଣର EMI ପରିଶୋଧ ପାଇଁ ଆଉ ୬ ମାସର ମହଲତ ମାଗିଛି ସଂଘ । ଏହାସହ ବସ୍‌ ମାଲିକଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମଧ୍ୟ ଦାବି କରିିିଛି। କରୋନା ସମୟରେ କ୍ଷତିଗ୍ରସ୍ତ ହୋଇଥିବାରୁ ସହାୟତା ଦାବି କରିିଛି ସଂଘ । ଉଲ୍ଲେଖ ଯୋଗ୍ୟ ଯେ ଅଗଷ୍ଟ ୩୧ରେ ଶେଷ ହେଉଛି ୬ ମାସିଆ ମହଲତ ଅବଧି । ଗତ ୬ ମାସ ମଧ୍ୟରେ ଋଣ ପରିଶୋଧ ନିୟମ କୋହଳ କରିଥିଲା ବ୍ୟାଙ୍କ ।

Get real time updates directly on you device, subscribe now.