fbpx

ସମ୍ମୁଖ ଯୋଦ୍ଧାଙ୍କୁ ପୁଣି ଟିକା ଦେବାକୁ ଚିଠି

ଭୁବନେଶ୍ୱର,୨୩ ।୨(ଓଡିଶା ଭାସ୍କର): ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବାକୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଉପସଚିବ । କାରଣ ନଥାଇ ଟିକା ନନେଲେ ସଂକ୍ରମିତ ସରକାରୀ ସୁବିଧା ମିଳିବନି । ମାଗଣା ଚିକିତ୍ସା, ମୃତ୍ୟୁରେ ଆର୍ଥିକ ସହାୟତା ସୁବିଧା ଦିଆଯିବନି । ବର୍ତ୍ତମାନ ସୁଦ୍ଧା ୮୫% ସ୍ୱାସ୍ଥ୍ୟକର୍ମୀ ଟିକା ନେଇସାରିଛନ୍ତି । ଜାତୀୟ ସ୍ତରରେ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣରେ ରାଜ୍ୟ ତୃତୀୟ ସ୍ଥାନରେ ରହିଛି ।

Get real time updates directly on you device, subscribe now.