fbpx
BJD SKY
BJD SKY

ଆମେରିକାରେ ରାଷ୍ଟ୍ରପତି ହେବାକୁ ଯାଉଥିବା ବାଇଡେନ୍ କେବେ ଆତ୍ମହତ୍ୟା କଥା ଭାବୁଥିଲେ!

BJD

ୱାଶିଂଟନ୍,୭ ।୧୧: ଗୋଟିଏ ସମୟରେ ଲୋକପ୍ରିୟ ନେତା ରହିଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ରାଜନୀତିରେ ଚ୍ୟାଲେଞ୍ଜ କରିଛନ୍ତି ବାଇଡେନ୍ । ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ୩ ଦିନ ବିତିଯାଇଥିବା ବେଳେ କାହାକୁ ବହୁମତ ମିଳିଛି, ତାହା ବର୍ତ୍ତମାନ ସୁଦ୍ଧ ସ୍ପଷ୍ଟ ହୋଇନାହିଁ । ଏପର୍ଯ୍ୟନ୍ତର ଆକଳନ ଅନୁସାରେ, ବାଇଡେନଙ୍କୁ ୨୬୪ ଇଲେକ୍ଟ୍ରୋରାଲ ଭୋଟ୍ ମିଳିଥିବା ବେଳେ ଟ୍ରମ୍ପଙ୍କୁ ୨୧୩ ଇଲେକ୍ଟ୍ରୋରାଲ ଭୋଟ୍ ମିଳିଛି । କିନ୍ତୁ ଏବେ ବି ଭୋଟ ଗଣତି ଜାରି ରହିଛି ।

ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦୃଢ ଚ୍ୟାଲେଞ୍ଜ ଦେଉଥିବା ବାଇଡେନ୍ କେବେ ପଞ୍ଚମ କନିଷ୍ଠ ସିନେଟର ଥିଲେ । ସେ ନିଜ ଜୀବନର ଅତ୍ୟନ୍ତ ଖରାପ ସମୟ ଦେଇ ମଧ୍ୟ ଅତିବାହିତ କରିଛନ୍ତି । ଯଦିଓ ଆଜି ଲୋକମାନେ ତାଙ୍କୁ ଖୋଲାମଞ୍ଚରେ ରାଜନୈତିକ ବୟାନ ଦେଉଥିବାର ଦେଖିବାକୁ ପାଉଛନ୍ତି, କିନ୍ତୁ ବାଇଡେନଙ୍କ ଜୀବନରେ ଏପରି ଏକ ସମୟ ଥିଲା ଯେବେ ସେ ଆତ୍ମହତ୍ୟା କରିବା ବିଷୟରେ ଭାବୁଥିଲେ । ସେ ନିଜ ଜୀବନରେ ରକ୍ତବୁହା ପରିଶ୍ରମ କରିଥିବା ତାଙ୍କ ଜଣେ ବନ୍ଧୁ ଜିବ କୈନେଡି କହିଛନ୍ତି ।

Get real time updates directly on you device, subscribe now.