fbpx

ବଜ୍ରପାତରେ ୩ ମୃତ, ଖଲିଆପାଲି ପଞ୍ଚାୟତ ଦୁଆନଡିହି ଗାଁରେ ଅଘଟଣ

ଓଡିଶା ଭାସ୍କର : ବର୍ଷା ଲାଗି ରହିଛି । ତାହାସହ ବିପଦ ବି ବଢିଛି । ବିପର୍ଯ୍ୟୟ ମୁକାବିଲା ପାଇଁ ସରକାର ମଧ୍ୟ ଆଗୁଆ ପଦକ୍ଷେପ ନେବା ପାଇଁ କଥା ଦେଇ ସାରିଛନ୍ତି । ଇତି ମଧ୍ୟରେ ଏକ ଅଘଟଣ ସାମ୍ନାକୁ ଆସିଛି । ବରଗଡ ଜିଲ୍ଲା ପଦ୍ମପୁରସ୍ଥିତ ଖଲିଆପଲିର ଦୁଆନଡିହି ଗାଁରେ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୨ ଜଣ ଗୁରୁତର ମଧ୍ୟ ହୋଇଥିବା ଜଣାପଡିଛି । ମୃତକମାନେ ବର୍ଷା ହେବାରୁ ଏକ ଗଛତଳେ ଆଶ୍ରୟ ନେଇଥିଲେ । ସେହି ସମୟରେ ସେମାନେ ଅକାଳ ମୃତ୍ୟୁର ସାମ୍ନା କରିଛନ୍ତି । ସେମାନଙ୍କ ଅମୂଲ୍ୟ ଜୀବନ ଚାଲିଯାଇଛି ।

Get real time updates directly on you device, subscribe now.