fbpx

ଆଉ ଏକ ରାଜ୍ୟ ବଢ଼ାଇଲା ଲକଡାଉନ ଅବଧି

ମହାରାଷ୍ଟ୍ର, ୧୭ା୫: ଆଜି ସରୁଛି ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ ଲକଡାଉନ । କିନ୍ତୁ ଏହାରି ଧ୍ୟରେ ଆଜି ଲକଡାଉନ ଅବଧିକୁ ବୃଦ୍ଧି କରିଛି ମହାରାଷ୍ଟ୍ର । କରୋନା ସତର୍କତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ମେ ୩୧ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ପଞ୍ଜାବ ଓ ମିଜୋରାମ ମେ ୩୧ଯାଏଁ ଲକଡାଉନ ଅବଧି ବୃଦ୍ଧି କରିଥିଲେ ।

Get real time updates directly on you device, subscribe now.