fbpx

ଦେଶର ଏହି ଜିଲ୍ଲା ରେ ଲାଗିଲା ସଂପୂର୍ଣ୍ଣ ଲକଡାଉନ

ଦେଶ ରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥିପାଇଁ ବିଭିନ୍ନ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ସଂକ୍ରମଣ କୁ ରୋକିବାକୁ ନାଇଟ୍ ର୍କଫ୍ୟୁ ଓ ଲକଡାଉନ ଲଗାଉଛନ୍ତି ।
ଏକ ବଡ ଘଟଣାକ୍ରମେ ଛତିଶଗଡ଼ର ରାୟପୁର ଜିଲ୍ଲା ରେ ସଂପୂର୍ଣ୍ଣ ଲକଡାଉନ ଲାଗିଛି । ଏପ୍ରିଲ ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ ଘୋଷଣା ହୋଇଛି। କରୋନା ସଂକ୍ରମଣ ଧୀରେ ଧୀରେ ଅଣାୟତ୍ତ ଦେଖି ଲକଡାଉନ ଘୋଷଣା କରିଛନ୍ତି ସରକାର ।

Get real time updates directly on you device, subscribe now.